ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ, କେମିତି ମାର୍କ ଦେଖିବେ ଜାଣନ୍ତୁ
ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହେବ। ଫଳ ଅପରାହ୍ନ ୪:୦୦ ଟାରେ ମାଧ୍ୟମିକ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶିତ ହେବ। ସନ୍ଧ୍ୟା ୬ଟା ପରେ ଫଳାଫଳ ୱେବସାଇଟରେ ଉପଲବ୍ଧ ହେବ। ପ୍ରାର୍ଥୀମାନେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ www.bseodisha.ac.in ରେ ସେମାନଙ୍କର ଫଳାଫଳ ଦେଖିପାରିବେ। ଆପଣ ଆପଣଙ୍କର ରୋଲ ନମ୍ବର ଏବଂ ଜନ୍ମ ତାରିଖ ଦେଇ ଫଳାଫଳ ଯାଞ୍ଚ କରିପାରିବେ। Highlights ଏହା ବ୍ୟତୀତ ପ୍ରାର୍ଥୀମାନେ SMS ମାଧ୍ୟମରେ ମଧ୍ୟ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ବୋର୍ଡ ଅଧ୍ୟକ୍ଷ … Read more